Verlag:
STORYSIDE IN
Erschienen:
28.05.2022
Format:
MP3
Schutz:
Dig. Wass.

Aranyajatri

*. ******** ********


10,99 €
inkl. 7% MwSt.
MP3


'ଅରଣ୍ୟ ଯାତ୍ରୀ' କବି ବିଜୟ କେତନ ପଟ୍ଟନାୟକଙ୍କ ଆତ୍ମକଥନ । ନିଜ କର୍ମମୟ ଜୀବନ ଭିତରେ ସେ ଅନେକଥର ଭେଟିଛନ୍ତି ଅରଣ୍ୟକୁ, ଅରଣ୍ୟର ଅତୁଳନୀୟ ସୌନ୍ଦର୍ଯ୍ୟକୁ। ବନାନୀର ବିଜନତା, ବୃକ୍ଷର ବିଶାଳତା ବା ବିହଙ୍ଗର ବର୍ଣ୍ଣମୟତା ବାରବାର ବିଭୋର କରିଛି ତାଙ୍କୁ । କେବେ କବିତା ଝରିଛି ତ କେବେ କାହାଣୀ । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତାଙ୍କର ଏହି ଆତ୍ମକଥା ଶୁଣନ୍ତୁ ବିଶିଷ୍ଟ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ...

Bitte wählen Sie ihr Ursprungsland aus: